by Satyabati Swain ✓ · 17 Oct 2020
ପିଲାଦିନେ ଗୋଟେ ଛୋଟ କୁକୁର କାମୁଡିଥିଲା।ନାହିଁ ଚାରିପଟେ ସାତଟି ଇଞ୍ଜେକ୍ସନ ନେଇଥିଲି।ସେଇଦିନୁ କୁକୁର କି କୁକୁର ଭୁକିଲେ ମୋ ଛାତି ଉଠେ ପଡେ ଜୋରେ ଜୋରେ।
Loading comments…
Loading comments…