by Bidyut lata Mishra ✓ · 3 Oct 2019
ଆଉ ଆମେ ଦୁହେଁ ତାପାଇଁ ବହୁତ ଲକି । "ଅର୍ଧେନ୍ଦୁ ଆଖିରେ ଆଖିଏ ଲୁହ ଭିତରେ ବି ମିଠା ହସଟିଏ ହସିଥିଲେ, ଆଉ ଅରୁଣୀମା ତାଙ୍କ ଛାତିରେ ମୁଣ୍ଡ ଗୁଂଜି ମିନୁ ଦିଦି ଉପରେ ମିଛ ଇର୍ଷା ଭାବ ଦେଖାଇ କହୁଥିଲା "କାଇଁ ଏମିତି ତ ମୋ ପାଇଁ କେବେ ହସିନ?"
Loading comments…
Loading comments…