by Satyabati Swain ✓ · 12 Nov 2020
ମୁଁ କିନ୍ତୁ ହସି ପାରିଲି ନାହିଁ ମାଇଚିଆ ଗଉରା ହୋଇ ଯିବି ବୋଲି।କାନ୍ଦି ବି ପାରିଲି ନାହିଁ ପୁଅ ପିଲା ବୋଲି।କରିବି ତ କଣ କରିବି?ଖାଲି ଖସି ଆସିବାକୁ ଭିଡି ମୋଡି ହେଲି।ମାମୁଁ ବୁଝାଇଲେ ଆମ ବ୍ରାହ୍ମଣ ଘରର ଏ ପରା ପ୍ରଥା।ଭିକ୍ଷା ମାଗିଲି।ଚକୁ
Loading comments…
Loading comments…