120Log inSign up
Story · Inspirational

ଶୂନ୍ୟ ଘଟ

by Dr Suniti Devi ✓ · 21 Aug 2017

28.7KReads
48Likes
5Min read

ମୁଁ ଚିତ୍କାର କଲି ।   ବୁବୁ - 'ତୋ ବାପା ମରିଥିଲେ ତା ଶବ କାହିଁ ? ତୁ କ'ଣ ମୃତ୍ୟୁକୁ କଣ୍ଢେଇଖେଳ ଭାବୁଛୁ ।' ମୁଁ ସେଇ ମୁହୂର୍ତ୍ତରେ ଶ୍ମଶାନ ତ୍ୟାଗ କରୁ କରୁ ସେ ମୋ ହାତକୁ ଭିଡି ଧରିଲା । କହିଲା - ଅଙ୍କଲ ! ବାପା ମରିଛନ୍ତି ହେଲେ ତାଙ୍କ ଶଵ ନାହିଁ।ଶେଷକୁ ତାଙ୍କ ପ୍ୟାଣ୍ଟ ସାର୍ଟ ହିଁ ତାଙ୍କ ଶବ ପାଲଟିଲା । ମାନେ ?

Loading comments…

ଶୂନ୍ୟ ଘଟ · StoryMirror