by ABhimanyu Panda ✓ · 17 Jun 2019
କାମ ଚାଲିଥାଏ ,କିଛି ସମୟପରେ ସେ ସ୍ତ୍ରୀଲୋକ ଜଣକ ମତେ ବସିବାକୁ କହିଲେ । ମୁଁ ବି ବିନା ପ୍ରତିକ୍ରିୟାରେ ଚୁପଚାପ ବସିପଡ଼ିଲି ତାଙ୍କ ଇଙ୍ଗିତ ଆସନ ଉପରେ । କାଲିର ଘଟଣା ପାଇଁ ମୁଁ ବହୁତ ଲଜ୍ଜିତ , ମୁଁ ତମକୁ କ୍ଷମା ମାଗୁଛି । ମହିଳାଙ୍କର ଏ କଥା ମୋ ଉପରେ କୌଣସି ପ୍ରଭାବ ପକାଇ ନଥିଲା ।
Loading comments…
Comments
Loading comments…