by Pratima Das ✓ · 8 Aug 2019
ସଂଧ୍ୟା କିନ୍ତୁ ଭଲ ମାର୍ଜିତ ଷ୍ଟାଇଲ କରୁଥିଲା।ସେ ମୁଣ୍ଡରେ କେଉଁ ତେଲ ଲଗାଉଥିଲା କେଜାଣି ,ତା ଚୂଟି ଖୁବ୍ ଘଂଚ ଆଉ ଲମ୍ବା ଥିଲା। ସେ ପାଖ ଦେଇ ଗଲାବେଳେ ବଢିଆ ବାସ୍ନା ଛାଡେ। ତା'ବେଣୀ ଆଜାନୁ ଲମ୍ବିତ ।ତା ଚାଲି ସହ ତା ବେଣୀ ଦୁଇଟି ତାଳ ମିଳାଇ ଏକ ମନମୋହକ ଲାଳିତ୍ୟରେ ବାଁଏ ଡାଁଏ ହେଉଥାନ୍ତି।
Loading comments…
Loading comments…