by Sri Akhand ✓ · 3 May 2019
ଆମେ ପ୍ରଭୁଙ୍କ ଠାରେ ଧ୍ୟାନ ରଖି ତାଙ୍କର ଅସ୍ତିତ୍ୱକୁ ଅନୁଭବ ଓ ଦର୍ଶନ କରିବାକୁ ଅଭ୍ୟାସ କରିପାରିଲେ ସବୁ କ୍ଷେତ୍ରରେ ସଫଳତା ଓ ଆନନ୍ଦ ଅନୁଭୂତି ମିଳିବ । ପ୍ରଭୁ ଆମକୁ ସବୁ ପ୍ରକାର ଶକ୍ତି ଦେଇଛନ୍ତି ।
Loading comments…
Loading comments…