by Prakas Tripathy ✓ · 16 Oct 2019
ରାମହରି ବାବୁଙ୍କର ଆଜି ବି ସ୍ପଷ୍ଟ ମନେଅଛି ଘର ପ୍ରତିଷ୍ଠା ଦିନର କଥା।ଦୁଇବଖୁରିଆ ଘର ଭିତରୁ ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଘରଟିକୁ ଶୋଇବାଘର କରିବାକୁ ତଙ୍କୁ ପୁରୋହିତ ମହାଶୟ ପରାମର୍ଶ ଦେଇଥିଲେ।
Loading comments…
Loading comments…