by Chinmayee Barik ✓ · 6 Nov 2019
"ତାଙ୍କ ପରିଚୟ ଭିତରେ ମୁଁ" ଏମିତି ଏକ ଉପହାରଟେ ମୋତେ ଦେବେ ବୋଲି ମୁଁ କେବେ ବି ଭାବି ପାରି ନଥିଲି । ଏତକ କଥା ମୋତେ ସେଦିନ କନ୍ଦାଇବାକୁ ଖୁବ୍ ଖୋରାକ ଯୋଗାଇଥିଲା । ପ୍ରେମର ମାନେ ବୋଧେ ବାରବାର ପଛକୁ ଫେରି ଚାହିଁବା ।
Loading comments…
Loading comments…