by Sachidananda Kar ✓ · 12 Jun 2019
ଗୋଟେ ଶକ୍ତ ଖୁଣ୍ଟ ପରି ମୋର ମନେହୁଏ ସେ।ଯେତେ ବତାସ ଆସେ ସବୁ ଯେମିତି ତା' ଉପର ଦେଇ ଚାଲିଯାଏ।ତାକୁ ଉଡେଇ ନେଇ ପାରେନି।
Loading comments…
Loading comments…