Loading…
ନାହିଁ ମା ,ଆପଙ୍କ ଶ୍ରଧ୍ୟା ମତେସୁଖ ଲାଗୁଛି ।ମୁଁ ଜଣେ ମାମୁଲି ଭିକାରୁଣୀ ।ମତେ ଜଣେ ନାରୀର ସନମାନ ଆପଣ ଦେଉଛନ୍ତି ।ଏଇଥିପାଇଁ ।ଦିଅନ୍ତୁ ମୁଁ ଲାଗେଇବି ।ନା ମୁଁ ଲଗେଇଦେବି ଥରୁଟିଏ ।ଶୋଭାଦେବୀ ସିନ୍ଦୁରଲଗାଇ ପଚାରିଲେ ତୁମ ନାମକଣ ?ସିନ୍ଦୁର,ସିନ୍ଦୁର???ଶୋଭାଦେବୀ ଆଶ୍ଚର୍ଯ୍ୟହୋଇ କହିଲେ ,ହଁ ମୋନାମ ସିନ୍ଦୁରରାଣୀ,ମୋ ମା ବାପା ମତେ ସୁନ୍ଦରୀ ବୋଲି ଡାକନ୍ତି ଆଉ ମୋ ବୁଢ଼ୀମାଆ ମତେ ଆଦରେ ସିନ୍ଦୁ ବୋଲି ଡାକନ୍ତି
Comments
Loading comments…