by Akshayakumar Dash ✓ · 27 Jul 2019
ଶୋଭାଦେବୀ ମା ସୁଭଦ୍ରା ଦେବୀଙ୍କ ମନ୍ଦିରରେ ଭକ୍ତିପୁତ ପ୍ରଣତି ଢାଳିଲେ । ଶକ୍ତି ପ୍ରଦାୟିନୀ ମାଙ୍କ ସିନ୍ଦୁର ମୁଣ୍ଡରେ ଲଗାଇ ହାତରେ ଥିବା ଶଙ୍ଖ।ରେ ଲଗାଇଲେ । ମନ୍ଦିରର ପଣ୍ଡା ମାଙ୍କ ଧଣ୍ଡା ଦେଲେ । ଶୋଭାଦେବୀ ମନ୍ଦିର ବେଢାରେ ବସିଗଲେ ।
Loading comments…
Loading comments…