by Akshayakumar Dash ✓ · 17 Jun 2019
ଭାବୁଛି ଜଣେ ସାଧୁଙ୍କ ବାଣୀକୁ ,କେତେ ବିଚାର ଅଛି ତାଙ୍କ ବାଣୀରେ "ତୁମେ ଯଦି ଫୁଲକୁ ପସନ୍ଦ କରୁଛ ତେବେ ତୋଳିନେଉଛ, ତୁମେଜଦି ଫୁଲକୁ ଭଲପାଉଛ ତେବେ ତାମୂଳରେ ପାଣିଢାଳୁଛ ।"ଶୋଭା ଦେବୀ ହସିଦେଇ କହିଲେ ଠିକ୍। ପସନ୍ଦ କରିବା ଓ ଭଲପାଇବା ବିଚାର ଆମର ।
Loading comments…
Comments
Loading comments…