by Shaktiprava Mishra ✓ · 15 Jul 2019
ସାନ ଝିଅକୁ ନଷ୍ଟ କରିଦେବା ପାଇଁ ମୁଁ ତୁମ ଉପରେ ହାତ ଉଠେଇଲି । ଜିଦ ଆଉ ରାଗରେ ଡିଭର୍ସ କରିଲି । ସେତେବେଳେ ମୁଣ୍ଡ ଆଉ କୋଉ କାମ କରୁଥିଲା କି ? ପୁଅ ନିଶାରେ ତ ଅନ୍ଧ ପାଲଟି ଯାଇଥିଲି ମୁଁ । ବୟସ ଆଉ ପୁରୁଷର ଗର୍ବରେ ଏମିତି କର୍ମ କରି ବସିଲି ଯେ ଏବେ ମୋ ଝିଅ ମାନଙ୍କୁ ମୁଁ ମୋର କହିପାରୁନି ।
Loading comments…
Loading comments…