by suchismita Panda ✓ · 25 Sept 2021
ବଡ ଦିଦିର ବାହାଘର ପରେ ଆସିଲା ମୋ ପାଳି । ଭଲ ଘର ବଢିଆ ପୁଅ ସବୁ ଠିକ ଅଛି ବୋଲି ବାହାଘର ମଧ୍ୟ କରେଇ ଦେଲେ । ବାହାଘରର ଗୋଟିଏ ମାସ ପରେ ପରେ ହିଁ ସବୁ ଭଲ ଖରାପ ଜଣା ପଡିଗଲା ।
Loading comments…
Comments
Loading comments…