by Aravinda Das ✓ · 5 Jun 2019
ଏବେ ଝିଅ ମାତ୍ର ଝିଅ ୧ କିଲୋ ଓଜନ ସ୍କୁଲ ବ୍ୟାଗ ନେଉଛି ।କେବଳ ଲାଙ୍ଗୁଏଜ ଓ ଗଣିତ ପଢୁଛି। କୃଷ୍ଣ ବାବୁ ବାକି ୧୦ କିଲୋ ବହିପତ୍ର ନିଜେ ବୋହୁଛନ୍ତି ଏବଂ ପିଲାଙ୍କ ଅଭିଭାବକ ମାନେ କମ୍ପ୍ୟୁଟର,ବିଜ୍ଞାନ,ସାମାଜିକ ଇତ୍ୟାଦି ବିଷୟ ନିଜେ ଘରେ ପଢି ପିଲାଙ୍କୁ ପଢ଼ାଇବାକୁ ସ୍କୁଲରୁ ନିର୍ଦ୍ଦେଶ ଆସିଛି।
Loading comments…
Loading comments…