by Manaswini Dash ✓ · 28 Dec 2021
ଏପଟେ ବାପା, ମାଆ ଯେତେବେଳେ ତାକୁ ଖୋଜିଲେ କଉଠି ବି ପାଇଲେନି ଏବଂ ଜେଜେମା କେବଳ ଦୁଆର ଆଡକୁ ଇସାରା ଦେଉଥିଲେ | ସେଇ ସମୟରେ ଟିଭିରେ ନିଉଜ କହି ଉଠିଲା "ବ୍ରିଜରୁ ଏକ ପନ୍ଦର ବର୍ଷ ବାଳକର ଶବ ଉଦ୍ଧାର"
Loading comments…
Loading comments…