by Kanduri Charan Rout ✓ · 10 Aug 2020
ମୋର ହୃଦୟ ସବୁଦିନ ରହିବ ତମରି ପାଖରେ । ଆଉ ସାରା ଜୀବନ କେବଳ ତମର ପ୍ରତୀକ୍ଷା କରିବି । ଏ ଜନ୍ମରେ ନ ହେଲେ ଆର ଜନ୍ମରେ ତମେ ମୋର ନିଶ୍ଚୟ ହେବ ।
Loading comments…
Comments
Loading comments…