by saroj sahu ✓ · 15 Jul 2018
ପଶ୍ଚିମ ଓଡ଼ିଶାରେ ମନ୍ଦିର କୁ "ଗୁଡି" କୁହାଯାଏ । କିନ୍ତୁ ଓଡ଼ିଆ ଭାଷା ରେ ଗୁଡି ର ମାନେ ହେଲା ପିଲା ମାନେ ଆକାଶ ରେ ଉଡାଉଥିବା କାଗଜ ଗୁଡି।
Loading comments…
Loading comments…