by ତୁଷାର କାନ୍ତି ମହାନ୍ତି ✓ · 14 Jul 2020
ମା ତା ଛୁଆ ପେଟରେ ଦାନା ଦେବାପାଇଁ କଛି ବି କରି ପାରେ l ଭିକ ମାଗି ପରେ, ବୁଦ୍ଧି ଖଟେଇ ରୋଜଗାର କରି ପାରେ, ଚୋରି କରି ପାରେ ବା ଅନ୍ୟକୁ ଠକି ପାରେ ଏମିତିକି ଦରକାର ପଡିଲେ ହିଂସ୍ର ବାଘୁଣୀ ବି ହୋଇ ପାରେ l
Loading comments…
Loading comments…