“ଦେଖ ସ୍ମୃତି, ଆମେ ସ୍ୱମୀ-ସ୍ତ୍ରୀ ହୋଇପାରିବାନି, ଦୁଇ ବନ୍ଧୁ ହେବାର ଯୋଗ୍ୟତା ଆମେ ହରାଇସାରିଲେଣି, ହେଲେ, ଗୋଟିଏ ଚଟିଘରେ ଗୋଟିଏ ରାତି ପାଇଁ, ଦୁଇଟି ଅଜଣା ଯାତ୍ରୀ କ’ଣ ଏକାଠି କେତୋଟି ଘଣ୍ଟା କଟେଇପାରିବେନି ? ମନେକରିନିଅ, ସେମିତି ଆମର ସମ୍ପର୍କ, ଆମେ କେହି କାହାକୁ ଚିହ୍ନିନେ, କାହା ବିଷୟରେ କାହାର କିଛି ଜାଣିବାର ଆବଶ୍ୟକତା ନାହିଁ, ଆଗ୍ରହ ବି ନାହିଁ, ହେଲେ ଏକାଠି ରହିବା ଛଡା ଅନ୍ୟ କିଛି ଉପାୟ ନାହିଁ ।
Loading comments…