by Akshay Ojha ✓ · 14 Aug 2017
ଅଞ୍ଜଳି ଅତି ବ୍ୟଗ୍ର ହେଇ କହି ପକେଇଲା, 'ବୋଉ ! ମୋ ଦିଅରକୁ ଆମ ଘର ଖଟା ଭାରି ଭଲ ଲାଗୁଚି । କାଲି ଦୁଇ ଡବା ପଠେଇ ଦବୁ । ହଉ ରହିଲି । ମୁଁ ଟିକେ ବ୍ୟସ୍ତ ଅଛି । ପରେ କଥା ହେବି ।'
Loading comments…
Comments
Loading comments…