by Sapan Kumar Giri ✓ · 20 Aug 2017
ଆଜି କଲେଜର ନୂଆ କ୍ୟାମ୍ପସ ପାଇଁ ସେ ଗଛଟିକୁ କାଟିଦେଲେ । ମୋ ଆଖି କେତେବେଳେ ଅଜାଣତରେ ଓଦା ହେଇଗଲା ଜାଣିପାରିଲିନି । କେଜାଣି, ଆମ ଭିତରେ କେମିତି ସମ୍ପର୍କଟେ ଗଢ଼ିଉଠିଥିଲା !
Loading comments…
Comments
Loading comments…