by Lopamudra Parida ✓ · 8 Sept 2021
ଏଥର ପୁଣି ଝଡ ଆସିଲା ।ମୁଁ ଜୀବନ କୁ ବିକଳ ହେଇ ଚାହିଁଲି ।ସିଏ ମୁହଁ ଉଠେଇ ମୋ ଧୈର୍ଯ୍ଯଚ୍ଯୁତ ହବାକୁ ଅପେକ୍ଷା କରୁଥିଲା କି କଣ ।ମୁଁ କିନ୍ତୁ ଅଣ୍ଟା ରେ କଣି ବାଉଁଶଟେ ବାନ୍ଧି କାଚଗୁଣ୍ଡ ସବୁକୁ ଗୋଟେଇ ଆରିସି ଟେ ତିଆରୁଥିଲି ଯୋଉଥିରେ ଦିଶିବ
Loading comments…
Loading comments…