ତୁମ ପାଖରେ ମୁଁ ଦୋଷୀ ସରୋଜ,ତୁମ ଝିଅକୁ ଉଚିତ ସଂସ୍କାର ଦେଇପାରିଲିନି। କେତେ ଆଶା ନେଇ ଆଣିଥିଲୁ ତାକୁ। ବାରମ୍ବାର IVF. ଫେଲ ହେଲା ପରେ ମୁଁ ଡିପ୍ରେସନ କୁ ଚାଲିଯାଇଥିଲି ।ଅନୀଲଙ୍କୁ ତୁମେ ଟେକିଦେଇଥିଲ ତୁମ ଘରର ଲକ୍ଷ୍ମୀ ଆଭାକୁ ମାତ୍ର ୧୨ ଦିନର ହୋଇଥାଏ ସେ।ରାଧା ଆଭା ଆଉ ଆୟୁଷ କୁ ଜନ୍ମଦେଇ ଆରପାରିକି ଚାଲିଗଲା ପରେ ରାଧାର ସାନ ଭଉଣୀ ମିନୁ କୁ ତୁମେ ଦ୍ଵିତୀୟ ବିବାହ କଲ ଆଉ ମିନୁ ବି ଆୟୁଷ କୁ ମା'ଠୁ ଅଧିକ ସ୍ନେହ ଦେଉଛି କିନ୍ତୁ ମୋ ସଂସ୍କାର ରେ ଭୁଲ ରହିଗଲା ସରୋଜ।
Loading comments…