by jyotsna mayee panda ✓ · 17 Jun 2021
ହେଲେ ବେଳେ ବେଳେ ଏ ନିସଙ୍ଗ ଜୀବନ ଟା ସୁରେଖା ଦେଵୀ ଙ୍କୁ ମୋଟେ ଭଲ ଲାଗେନି l ପୁଅବୋହୂ ଆମେରିକା ରେ ରହିବା ପାଇଁ କେତେ ଥର କହିଲେଣି ହେଲେ ତାଙ୍କୁ ଏ ଭିଟାମାଟି ର ମୋହ ଛାଡ଼ୁନି l ସୁରେଖା ଦେଵୀ ଏକା ଧାର ରେ ଜଣେ ସୁଗୃହିଣୀ ଆଉ ଲେଖିକା ମଧ୍ୟ
Loading comments…
Loading comments…