by Kiran Mishra ✓ · 10 Jul 2019
ଦୁଇମାସ ପର୍ଯ୍ୟନ୍ତ ଔଷଧ ଓ ପଥିରେ ରହିବାକୁ ଡାକ୍ତର ପରାମର୍ଶ ଦେଲେ। ସନ୍ଦୀପ ଘରକୁ ଆସିଲା ପରେ ଶାଶୁ ଶ୍ଵଶୁର ଫେରିଆସିବାକୁ ବାହାରିଲେ।ସେଦିନ ଲିଜା କାନ୍ଦି କାନ୍ଦି ଶାଶୁ ଶ୍ୱଶୁର ଙ୍କ ନିକଟରେ କ୍ଷମା ଭିକ୍ଷା କରିଛି।ସଂପର୍କର ମହତ୍ତ୍ଵ କୁ ଏତେଦିନ ପରେ ସେ ବୁଝିପାରି ଲଜ୍ଜିତ ହୋଇଛ।
Loading comments…
Loading comments…