by Rajalaxmi Mohanty ✓ · 12 Jul 2022
ଯେଉଁ ମନ୍ଦିରରେ ଦିନେ ଅଜୟ ରେଣୁକୁ ନିଜର କରିଥିଲେ।ଯେଉଁ ମନ୍ଦିରରେ ଆଜି ସେ ଶ୍ରୀଲେଖା ମାଡାମଙ୍କୁ ବିବାହ କରିଥାନ୍ତେ।ସେଇ ମନ୍ଦିରରେ ଏବେ ସେ ରେଣୁଙ୍କୁ ପୁନର୍ବିବାହ କରିବେ।
Loading comments…
Loading comments…