by Madhabi Patel ✓ · 20 Jul 2021
ମଝିରେ ଯେତେ ସମ୍ପର୍କ ମାନେ ଆସିଲେ ଜୀବନରେେ ମେଳା ଲଗାଇଲେ କିଛି ବର୍ଷ ରହି ଯେଝା ବାଟରେ ଚାଲିଗଲେ । ସମ୍ପର୍କର ନଈରେ ପହଁରୁ ପହଁରୁ ଏବେ ଦୁଇ ଜଣ ଭିତରୁ ଅନ୍ୟ ଜଣ ବି ଚାଲିଗଲା ।
Loading comments…
Loading comments…