by Bishwaranjan Tripathy ✓ · 31 Jul 2021
ମିନାକ୍ଷୀ ବି ସାମିଲ ହୁଏ ତାର ଭାଇ ବିବାହରେ। ହେଲେ ତାର ମନରେ ଟିକେ ବି ଖୁସି ନଥାଏ। ବିବାହର ଗୋଟିଏ ବର୍ଷ ନପୁରୁଣୁ ରବିନ୍ଦ୍ରର ନବବିବାହିତ ସ୍ତ୍ରୀ ରବୀନ୍ଦ୍ରକୁ ଛାଡି ରାତାରାତି ଟଙ୍କା,ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷପତ୍ର ଧରି ତାର ପ୍ରେମିକ
Loading comments…
Loading comments…