by Birakishore Nayak ✓ · 15 Aug 2021
ମରିବା ପୂର୍ବରୁ ତା ପାଇଁ, ଆଉ ତା ବୋଉକୁ ଚିଠି ଲେଖିଯାଇଥିଲା, ସେଇ ଚିଠିରେ ରାଣ ପକାଇ ତା ବୋଉକୁ ବାରଣ କରିଥିଲା ମୋତେ କିଛି ନଜଣାଇବା ପାଇଁ, କାଳେ ମୋର ପାଠପଢାରେ ବ୍ୟାଘାତ ହେବ, ମୋ ବାପାବୋଉଙ୍କୁ ତା ବୋଉ ମନକରିଥିଲେ ଜଣାଇବାକୁ |
Loading comments…
Comments
Loading comments…