by Spandan kumar Parida ✓ · 4 Aug 2020
ବଗିଚାରେ ମାଳି ହୋଇ ନିଜେ ଯତ୍ନ ନେବି ବୋଲି ଭାବି ନିଜକୁ ହଜେଇଦେଇଥିଲି ସେଇ ଫୁଲ ର ମହକ ରେ।କିନ୍ତୁ ମାଳି ହେବା ଆଗରୁ ସେଇ ଫୁଲ ର ମହକ ସତେ ଯେମିତି ଫିକା ପଡିଗଲା ମୋ ବଗିଚାରେ।ଦିନ ଥିଲା ତୁମେ ବି ହସିଦେଇ ହସର ଗନ୍ତାଘର ସୃଷ୍ଟି କରିଦେଇଥିଲ
Loading comments…
Loading comments…