by NIBEDITA MOHAPATRA ✓ · 23 Jun 2019
ଦିୟାର ଦରଦୀ କାହାଣୀ ଶୁଣି ଅଜାଣତରେ ଲୁହ ଝରି ଆସୁଥିଲା ସୌରଭ ଆଖିରୁ। କଣ କରିବେ କିଛି ଭାବି ପାରୁ ନଥିଲେ ସେ। ଟିକେ ଅଟକି ଯାଇ ସେ ଆଜି ପୁଣି ହାତ ଧରିଥିଲେ ଦିୟାର। ତାଙ୍କ ହାତ ସ୍ପର୍ଶ ପାଇ ଦିୟା ଛୋଟ ପିଲା ପରି କାନ୍ଦି ଉଠିଥିଲା। ଏ ଲୁହ ଦୁଃଖର ନୁହେଁ ଅନୁତାପର ଲୁହ।
Loading comments…
Loading comments…