by Prakash Majhi ✓ · 6 Mar 2021
ଗାଆଁ ଦାଣ୍ଡ କଥା କେମିତି କହିବି ଯେତେବେଳେ ବର୍ଷା ତାର ପହିଲି ପରଶ ନେଇ ଆସେ କାଗଜ ଡ଼ଙ୍ଗାର ସେ ଜୀବନ୍ତ ଚିତ୍ର ଆଜି ବି ମନେପଡେ । ଆଉ ମନେପଡେ ବନ୍ୟା ଦିନର ଅକାତ ପାଣିର ଖେଳ, ବୁଢ଼ୀମାଆର ନିଦଭରା ଜହ୍ନରାତି ଗପ ଓ ମାଆର ମମତାର କୋଳ । ଯେଉଁଠ
Loading comments…
Loading comments…