by Mamatamanjari Das ✓ · 21 Sept 2019
ଗୋଟେ ପଟେ ଦୁଃଖର ଛାୟା ଘନୀଭୂତ ହେଉଥିଲା ବେଳେ ଅନ୍ୟପକ୍ଷରେ ବିଜୟର ଦୁନ୍ଦୁଭି ସତେ ଯେପରି ତାଙ୍କୁ ଅଟ୍ଟହାସ୍ୟ କରୁଥଲା । ସାଗରିକା ଯେପରି ତାଙ୍କର ନିକଟରୁ ନିକଟତର ହେଉଥିଲା ।
Loading comments…
Loading comments…