by Basanti Pattnaik ✓ · 3 Jan 2021
ଜୀବନ ନଉକା ଆଗକୁ ଚାଲିଛି, ବହୁତ ଆଶା ଜମାଟ ବାନ୍ଧିଛି ଏ ପର୍ଯ୍ୟନ୍ତ ସଫଳ ହୋଇନି, ବହୁ କିଛି କରିବାର ପ୍ରଚେଷ୍ଟା ମନରେ ଅଭିପ୍ରାୟ ସୃଷ୍ଟି କରିଛି, ଜୀବନ ଅନ୍ତ ପୂର୍ବରୁ ସଫଳ ନାରୀ ରୂପେ ରୂପାନ୍ତରିତ ହେବାକୁ ପ୍ରୟାସ ଅନବରତ ରହିଛି ।
Loading comments…
Comments
Loading comments…