by T.Durga Prasad Rao ✓ · 9 Dec 2019
ସେ ନିଶ୍ଚୟ ପଚାରିବ ହୀରଣ୍ମୟଙ୍କ ଏ ଅନ୍ୟମନସ୍କତା, ଏ ଭାବପ୍ରବଣତା କାହା ପାଇଁ। ଏତେ ବର୍ଷ ଧରି କେଉଁ ଯନ୍ତ୍ରଣାକୁ ସେ ହୃଦୟ ଭିତରେ ସାଇତି ରଖିଛନ୍ତି। ପତ୍ନି ହିସାବରେ ଏକଥା ଜାଣିବାର ତାଙ୍କର କଣ ଅଧିକାର ନାହିଁ ?
Loading comments…
Loading comments…