by Lalita Mohan Mishra ✓ · 29 Nov 2020
କେତେ ଦୁର୍ଘଟଣାରୁ ବଞ୍ଚିଥିବା ରୋଗୀ ପୁନର୍ଜନ୍ମ ଲାଭ କରି ହସି ହସି ଘରକୁ ଗଲେ । ମୋର ମନର ମାନସୀ ହସି ହସି ଠିଆ ହେବାକୁ ଚେଷ୍ଟା କଲା । ପାରିଲା ନାହିଁ । ଦୁର୍ଘଟଣା ଯୋଗୁ ମସ୍ତିଷ୍କରେ ଭୀଷଣ ଆଘାତ ହୋଇଥିଲା ।
Loading comments…
Loading comments…