by Rama chandra Pradhan ✓ · 23 Aug 2020
ତଥାପି.. ତଥାପି ବି ମୁଁ ତୁମକୁ ଭୁଲି ପାରିନି ଏ ଯାଏଁ କି ପାରିବିନି ମଧ୍ୟ l କାହିଁକି ଜାଣ ? ତୁମେ ପରା ମୋ ଧନ, ଧ୍ୟାନ ଆଉ ଚିନ୍ତନ l ତୁମ ପାଇଁ ମୋ ଜୀବନ ଯମୁନା ନଈରେ ଖେଳୁଛି ପ୍ରେମର ଜୁଆର
Loading comments…
Loading comments…