by Sachidananda Kar ✓ · 8 Jul 2021
କ୍ଷମତାର ଚାପରେ ସମସ୍ତେ ଏବେ ଚୁପ୍, ଶିଥିଳ । ତୁ ବୋକିଟା କାନ୍ଦୁଛୁ କାହିଁକି ? କାହିଁକି ଗୁହାରୀ କରୁଛୁ ? କିଏ ସେ ଭରିଦେବ ତୋ ଶୂନ୍ୟ କୋଳ ? ତୋ ଯନ୍ତ୍ରଣାର ଉପଶମ କରିବ କିଏ ? କିଏ ସେମିତି ସୁପୁରୁଷ ଅଛି ଏଠି ?
Loading comments…
Loading comments…