by Lalita Mohan Mishra ✓ · 25 Feb 2020
ଯୌବନର ପ୍ରଥମ ପାହାଚରେ ଉପସ୍ଥିତ ସ୍ମୃତି ଭଲ କ'ଣ... ଖରାପ କ'ଣ... ବିଚାର ଶକ୍ତି ନଥିଲା । ପ୍ରେମର ସିଡି ଚଢିବା ପାଇଁ ଯିଏ ଯେମିତି ବାଟ ଦେଖାଇଲା ସ୍ମୃତିରେଖା- ସେମିତି ସେଆଡକୁ ଗତି କଲା ।
Loading comments…
Loading comments…