by ayiswarya maharana ✓ · 28 Sept 2021
ସ୍ମୃତି ଛାତରେ ପାଦ ଦେଉଦେଉ ଧୀର ପବନରେ ଭାସି ଆସୁଥିବା ଚିଠିର ହାଲ୍କା ମହକକୁ ଚିହ୍ନି ପାରିଲା।ବୁଝିପାରିଲା ରେଖାର ଉପସ୍ଥିତିକୁ।ଆଗକୁ ଯାଇ ରେଖାକୁ ତା'ର ଅତି ପ୍ରିୟ ଡାଏରୀ ସହ ଲୁହରେ ଭିଜୁଥିବାର ଦେଖିଲା ।
Loading comments…
Loading comments…