by Seetaram Dash ✓ · 2 Nov 2019
ତୁମର ପ୍ରଶ୍ନ ମତେ ନିରବ ଓ ଭାବମୟ କରିଦେଇଥିଲା, କାରଣ ଷୋଳଟି ଫଗୁଣ ବି ମୋ ଦେହରେ ପ୍ରେମର ରଙ୍ଗ ବୋଳି ପାରି ନ ଥିଲା।
Loading comments…
Comments
Loading comments…