by Pallabi Das ✓ · 28 Jun 2019
ମୁଁ ମୋ ଝରକା ଦେଇ ଦେଖୁଥାଏ, ଶ୍ରୁତି ରାସ୍ତା ପାର କରି ରାସ୍ତାର ଅପର ପାର୍ଶ୍ୱରେ ଥିବା ଗୋଟେ ଦୋକାନ ପିଣ୍ଡାରେ ଠିଆ ହୋଇ, ତା ମୁହଁରେ ଭିଡା ହୋଇଥିବା ଓଦା ଓଢଣୀଟି ବାହାର କରି ଗୋଟେ ହାତରେ ଧରି ଆର ହାତରେ ବ୍ୟାଗ୍ ଭିତରୁ ଛତା ବାହାର କରି, ପଙ୍କ ପାଣିରେ ପାଦ ଚିପି ଚିପି ଚାଲିବା ଆରମ୍ଭ କଲା ।
Loading comments…
Loading comments…