by Sachidananda Kar ✓ · 3 Jul 2021
ସେବେ ବାପାଙ୍କ କଥା ମାନୁଥିଲି,ଏବେ ପତ୍ନୀଙ୍କ କଥା ମାନୁଛି । ସେବେ ଯେମିତି ଥିଲି ଏବେ ସେମିତି ଅଛି । କେମିତି କେଜାଣି କେଉଁଠି ହଜାଇ ଦେଇଛି ମୁଁ ମୋ ଅଧିକାର !
Loading comments…
Loading comments…