by Reeta aparajeeta Mohanty ✓ · 7 Oct 2019
ପଡିଶା ଘରୁ ଜାଣିଲା ତା ବୋଉ ଦେହ ବହୁତ ଖରାପ । ସେ ଦୌଡି ଦୌଡ଼ି ସେଠି ପହଁଚିଲା ବେଳକୁ ବୋଉ ଟିକେ ଅନେଇ ଆଖି ବୁଝି ଦେଲା।
Loading comments…
Loading comments…