by Jyoti Ranjan Subudhi ✓ · 2 Apr 2020
ଧୀରେ ଧୀରେ ଏ କଥାକୁ ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥାଏ ।କିନ୍ତୁ ଅଶୋକ ସାର ଭୁଲିପରିନଥିଲେ ନିଜ ଅପମାନ କୁ ।ସେଥିପାଇଁ କପି କରୁଥିବା ମିଥ୍ୟା ଅଭିଯୋଗରେ ମତେ କଲେଜ ର ପରୀକ୍ଷାରୁ ଏକ ବର୍ଷ ବଂଚିତ କଲେ ।
Loading comments…
Loading comments…