by Satyabati Swain ✓ · 17 Jan 2021
ଏ ପ୍ରଶ୍ନ ମୋତେ ଆନ୍ଦୋଳିତ କରି ଖୁବ୍ ହଇରାଣ କଲେ। ପଚାରିଲି ସାର୍ କେମିତି ଚିହ୍ନିଲେ ମୋତେ ଏତେ ଘୋଡା ଘୋଡ଼ିରେ!! ସାର୍ ଠିକ୍ ଯୁବକ ଅବସ୍ଥାରେ ଯେମିତି ହସନ୍ତି ଠିକ୍ ସେମିତି ହୃଦୟ ଖୋଲା ହସଟିଏ ହସି କହିଲେ ତୁ ମୋ କନ୍ୟାରତ୍ନଟି। ଲଜ୍ଜିତ
Loading comments…
Loading comments…