by Sangram Moharana ✓ · 20 Jul 2020
ଅନେକ ପ୍ରଶ୍ନ ର ଗହଳି ଭିତରେ ହଜି ଯାଉଥିଲା ସଂପର୍କ୍। ସମୟ ର ଲୁଚକାଳି ଖେଳ ସହ ନିଜ ର ବିଶ୍ୱାସ କୁ ବି ସେ ହରେଇବାକୁ ବସିଥିଲା। ହେଲେ ଭାଗ୍ଯ ର ଏମିତି ବିଡମ୍ବନା ଭିତରେ ନିଜ ମନ କୁ କ୍ଷତ ବିକ୍ଷତ କରି ସେ ପହଞ୍ଚିଥିଲା ଠିକଣା ଜାଗାରେ।
Loading comments…
Comments
Loading comments…