120Log inSign up
Story · Thriller

ସମୟର ମାନଚିତ୍ର।

by Rabinarayan Senapati ✓ · 14 Jan 2021

619Reads
31Likes
12Min read

କ୍ରମେ ମୁଁ ନିଜର ଅହଂ ଭାବକୁ ସମର୍ପଣ କରି ଚାଲିଥିଲି । କାହା ପାଖରେ? କେଜାଣି, ଈଶ୍ୱରଙ୍କ ପାଖରେ କିମ୍ବା ମୋର ଏ ଅତି ପୁରୁଣା ଅଥଚ ଅତି ନୂଆ ଛାୟା ରୂପ ପାଖରେ । ହଠାତ୍ ମୋର ବଡପଣିଆ ଦୂର ହୋଇଗଲା ।

Loading comments…